Jump to content

ଲଗାଉ

ଉଇକିଅଭିଧାନ‌ରୁ

ଲଗାଉ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - . (ସଂସ୍କୃତ - ଲଗ୍ନ)

[ସମ୍ପାଦନା]
୧. ଲଗାଲଗି ଅବସ୍ଥା —୧. Continuity.
୨. ସମ୍ପର୍କ —୨. Connection.

ବିଶେଷଣ -

[ସମ୍ପାଦନା]
୧. ସଂଲଗ୍ନ — ୧. Attached.
୨: ସମ୍ପୃକ୍ତ — ୨. connected.

୩. ଅବଶ୍ରାନ୍ତ —୩. Con tinuous