Jump to content

ଲଗୁଡ଼ଧାରୀ

ଉଇକିଅଭିଧାନ‌ରୁ

ଲଗୁଡ଼ଧାରୀ

ଉଚ୍ଚାରଣ

[ସମ୍ପାଦନା]
(ଲଗୁଡ଼ଧାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲଗୁଡ଼+ଧୃ ଧାତୁ= ଧାରଣ କରିବା+ କର୍ତ୍ତୃ. ଇନ; ୧ମା. ୧ବ)

[ସମ୍ପାଦନା]

ଯେ ଲଗୁଡ଼ ରୂପ ପ୍ରହରଣାସ୍ତ୍ର ଧରିଥାଏ —Bearing a cudgel; armed with a cudgel.