Jump to content

ଲଗେଇ ଜୁଟେଇ କହିବା

ଉଇକିଅଭିଧାନ‌ରୁ

ଲଗେଇ ଜୁଟେଇ କହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ସତ୍ୟ କଥାକୁ ଅତି ରଞ୍ଜିତ କରି କହିବା —୧. To report (another's) fault after magnifying it.

(ଯଥା— ଗେହ୍ଲେଇ ଲଗେଇ ଜୁଟେଇ ଢେର କଜିଆ କରେ କୁନ୍ତଳାକୁମାରୀ. ନଅ ତୁଣ୍ଡୀ)

୨. ଚୁଗୁଲି କରିବା —୨. To back bite.
୩. ଅପରୋକ୍ଷଭାବରେ କୌଣସି ବ୍ୟକ୍ତିର ନାମ ଉଲ୍ଲେଖ କରିବା —୩. To in directly allude to a person.