ଲଗେଇ ଜୋଟେଇ କହିବା
ଦେଖଣା
ଲଗେଇ ଜୋଟେଇ କହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲଗେଇ ଜୋଟେଇ କହିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସତ୍ୟ କଥାକୁ ଅତି ରଞ୍ଜିତ କରି କହିବା —୧. To report (another's) fault after magnifying it.
(ଯଥା— ଗେହ୍ଲେଇ ଲଗେଇ ଜୁଟେଇ ଢେର କଜିଆ କରେ କୁନ୍ତଳାକୁମାରୀ. ନଅ ତୁଣ୍ଡୀ)
- ୨. ଚୁଗୁଲି କରିବା —୨. To back bite.
- ୩. ଅପରୋକ୍ଷଭାବରେ କୌଣସି ବ୍ୟକ୍ତିର ନାମ ଉଲ୍ଲେଖ କରିବା —୩. To in directly allude to a person.