ଲଗେଜ୍
ଦେଖଣା
ଲଗେଜ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଇଂରାଜୀ - ଲଗ୍ଗେଜ୍)
[ସମ୍ପାଦନା]- ୧. ପର୍ଯ୍ୟଟକଙ୍କ ସଙ୍ଗେ ଥିବା ଜିନିସ ପତ୍ରର ଗଣ୍ଠିରି —୧. Luggage; bag and baggage.
୨: ରେଳ ବା ଜାହାଜ ଯାତ୍ରୀଙ୍କ ସଙ୍ଗେରେ ଥିବା ଜିନିଷ ପତ୍ର ଏକତ୍ର ବାନ୍ଧି ଓଜନ କରି, ତାହା ବହନ କରିବା ପାଇଁ ମାର୍ଡ଼ାଙ୍କ ଜିମା ଦିଆଯିବା ଗଣ୍ଠିରି — ୨. Passenger's luggage entrusted to the ship or railway guard for being car ried to the traveller's destination.