ଲଗେଜ୍ କରିବା
ଦେଖଣା
ଲଗେଜ୍ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]ରେଳଗାଡ଼ିରେ ବା ଜାହାଜରେ ପର୍ଯ୍ୟଟକଙ୍କ ସଙ୍ଗେ ସ୍ଥାନାନ୍ତରକୁ ବାହିତ ହେବା ମାସଗୁଡ଼ିକ (ଯାହା ଯାତ୍ରୀଙ୍କ ସଙ୍ଗେ ନିଜ କୋଠରୀରେ ରଖିବାକୁ ସ୍ଥାନ ନ ଥାଏ) ଗଣ୍ଡିରା ବାନ୍ଧି ଓଜନ କରି, ତହିଁର ମାସୁଲ୍ ରେଲ ବା ଜାହାଜ କୋମ୍ପାନୀଙ୍କୁ ଦେଇ ତାଙ୍କଠାରୁ ଟିକଟ୍ ଆଣି, ସେ ଗଣ୍ଠିରି ରେଳ ବା ଜାହାଜ କର୍ମଚାରୀ ମାରଫତ୍ ଅର୍ପଣ କରିବା —Top book articles as railway luggage or ship lunggage to be carried along with the passenger.