Jump to content

ଲଗେଜ୍ ଗୋଦାମ୍

ଉଇକିଅଭିଧାନ‌ରୁ

ଲଗେଜ୍ ଗୋଦାମ୍

ଉଚ୍ଚାରଣ

[ସମ୍ପାଦନା]

(ଲଗେଜ୍ ଘର,ଲଗେଜ୍ ରୁମ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ ଲଗ୍ଗେଜ୍ ଗୋଡ଼ାଉନ୍)

[ସମ୍ପାଦନା]

ରେଳ ଷ୍ଟେସନ୍ର ବା ବନ୍ଦରର ବା ଜାହାଜର ଯେଉଁ କୋଠରିରେ ଲଗେଜ୍ କରାଯାଇଥିବା ମାଲମାନ ଅଧିକାରୀଙ୍କୁ ଦିଆଯିବା ପାଇଁ ଜମା ହୋଇ ରହେ —Luggage room of a ship or railway station.