ଲଗେଜ୍ ଭାନ୍
ଯେଉଁ ରେଳ ଡବାରେ ଯାତ୍ରୀ— ମାନଙ୍କର ଲଗେଜ୍ଗୁଡ଼ିକ ଏକତ୍ର ହୋଇ ଗାର୍ଡ଼ ଜିମା ରହେ —Luggage van of a railway train.