ଲଗେଜ ଭଡ଼ା
ଦେଖଣା
ଲଗେଜ ଭଡ଼ା
ଉଚ୍ଚାରଣ
[ସମ୍ପାଦନା](ଲଗେଜ୍ ମାସୁଲ୍, ଲଗେଜ ମାହାସୁଲ୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଲଗେଜ ଭଡ଼ା
|
ଦେଶଜ - ବିଶେଷ୍ୟ - (ଇଂ ଲଗେଜ୍+ସଂସ୍କୃତ - ଭାଟକ)
[ସମ୍ପାଦନା]ରେଳ ବା ଜାହାଜରେ ଲଗେଜ୍ ପଠାଇବା ପାଇଁ ପ୍ରେରକର ଦେୟ ଅର୍ଥ —Luggage-fare; extra fare paid by a passenger for carrying with him in the luggage van, luggage in excess of the free allowance allowed for the ticket purchased by the passenger.