ଲଗ୍ନିକା
ଦେଖଣା
ଲଗ୍ନିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଲଗ୍ନ+କ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଅଜାତରଜସ୍କ ବାଳିକା —୧. A girl who has not yet attained puberty.
- ୨. ଦଶମ ବର୍ଷ ଦେଶୀୟା ବାଳିକା; ଯେଉଁ ବାଳିକାର ବୟସ ୧ମ ବର୍ଷ ଡେଇଁ ନ ଥାଏ —୨. A girl less than ten years old.
[ଦ୍ରଷ୍ଟବ୍ୟ —ଆପ୍ତେ ଏ ଶବ୍ଦକୁ ନଗ୍ନିକାର ଅଶୁଦ୍ଧ ଆକାର ବୋଲି ଲେଖିଅଛନ୍ତି]