ଲଗ୍ନ କଙ୍କଣ
ବିବାହ ପୂର୍ବରୁ ବର ଓ କନ୍ୟାଙ୍କ ହାତର ଗଣ୍ଠିରେ ବନ୍ଧା ଯିବା ମଙ୍ଗଳ ସୂତ୍ର ବା କଙ୍କଣ [ହିନ୍ଦୀ - ଶ] —An auspicious bangle or tie put on the wrist of the bride and bridgroom before marriage.