ଲଗ୍ନ କାଳ
[ଲଗ୍ ମୁହୂର୍ତ୍ତ, ଲଗ୍ନବେଳା, ଲଗ୍ନ ସମୟ—ଅନ୍ୟରୂପ]
କୌଣସି ଶୁଭ କାର୍ଯ୍ୟ କରିବାପାଇଁ ଜ୍ୟୋତିଷ ଗଣନା କ୍ରମେ ନିର୍ଦ୍ଧାରିତ ଶୁଭ ସମୟ — Auspicious time fixed upon by astrologers for the performance of any work (Apte).