Jump to content

ଲଗ୍ନ କୁଣ୍ଡଳୀ

ଉଇକିଅଭିଧାନ‌ରୁ

ଲଗ୍ନ କୁଣ୍ଡଳୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଫଳିତ ଜ୍ୟୋତିଷର ଯେଉଁ ଚକ୍ରରୁ କୌଣସି ବ୍ୟକ୍ତିର ଜନ୍ମି ସମୟରେ ଗ୍ରହମାନଙ୍କର ଭିନ୍ନ ଭିନ୍ନ ରାଶିରେ ଅବସ୍ଥାନ କଥା ଜଣା ପଡ଼େ (ହିନ୍ଦୀ - ଶ) — A circle drawn according to astrology from which the positions of the Zodiacal signs at the birth of a person are known.