ଲଗ୍ନ ପତ୍ର
ବିବାହପୂର୍ବରୁ ବର ଓ କନ୍ୟା ପକ୍ଷୀୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଜ୍ୟୋତିଷ ଗଣନାମତେ ନିର୍ଦ୍ଧିରିତ ବିବାହର ଶୁଭମୂହୂର୍ତ୍ତ ବା ଲଗ୍ନ ଜ୍ଞାପକପତ୍ର —A paper setting forth the monent fixed for the performance of the marriage rite.