ଲଗ୍ନ ପାଦ
[ଲଗ୍ନପ(ପା)ଦା—ସ୍ତ୍ରୀ]
(ଲଗ୍ନପଦୀ—ଅନ୍ୟରୂପ)
ଲିପ୍ତପାଦ; ଯେଉଁ ଜୀବଙ୍କର ପାଦର ଆଙ୍ଗୁଠିମାନ ଏକାଠେଇଁ ଲାଗିଥାଏ; ଜାଲପାଦ —Webfooted.