Jump to content

ଲଗ୍ନ ଭ୍ରଂଶ

ଉଇକିଅଭିଧାନ‌ରୁ

ଲଗ୍ନ ଭ୍ରଂଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଲଗ୍ନ+ଭ୍ରଂଶ)

[ସମ୍ପାଦନା]

ବିବାହାଦି ପାଇଁ ନିର୍ଦ୍ଧାରିତ ଲଗ୍ନର ବେଳା ଅତିକ୍ରାନ୍ତ ହୋଇଯିବା —The passing away of the moment fixed for a marriage.