ଲଗ୍ବୁକ୍
ଦେଖଣା
(ଲଗ୍ୱୁକ୍ରୁ ଲେଉଟି ଆସିଛି)
ଲଗ୍ୱୁକ୍
ଉଚ୍ଚାରଣ
[ସମ୍ପାଦନା](ଲଗ୍ ବହି—ଦେଶଜରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବି (ଇଂରାଜୀ - ଲଗ୍ୱୁକ୍)
[ସମ୍ପାଦନା]- ୧. ଯେଉଁ କହିରେ ଜାହାଜର ଦୈନିକ ଗତିର ବିବରଣ ଓ ପରିମାଣ ଲିପପିଦ୍ଧ ହୁଏ — ୧. Log book of a ship.
- ୨. ଯେଉଁ ବହିରେ ବିଦ୍ୟାଳୟରେ ସମୟକ୍ରମେ ଘଟିବା ପ୍ରଧାନ ଘଟନାମାନ ଶିକ୍ଷକ ଲେଖି ରଖନ୍ତି —୨. Log book of a school, which contains the chief events of the school kept, recorded by the teachers from time to time.