ଲଗ୍ (ଧାତୁ)
ଦେଖଣା
ଲଗ୍ (ଧାତୁ)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]- ୧. ସଂଲଗ୍ନ ହେବା —୧. To stick to; to ad here; to cling; to be attached to
- ୨. ମିଳିତ ହେବା —୨. To meet; to become united with
- ୩. ପ୍ରାପ୍ତ ହେବା —୩. To get.
- ୪. ସ୍ପର୍ଶ କରିବା —୪. To touch; to come in contract with (Apte)
- ୫. (ବାକ୍ୟାଦି) କୌଣସି ବ୍ୟକ୍ତିଠାରେ ଫଳବତୀ ହେବା —୫. To affect; to have an effect on. (Apte),
- ୬. ଅବ୍ୟବହିତ ପରେ ଘଟିବା —୬. To follow closely; to
ensur; to happen immediately (Apte).
- ୭. କୌଣସି ବ୍ୟକ୍ତିକୁ ନିୟୋଜିତ ରଖିବା —୭. To engage; to detain; to occupy. (Apte)