Jump to content

ଲଘିମା

ଉଇକିଅଭିଧାନ‌ରୁ

ଲଘିମା

ଉଚ୍ଚାରଣ

[ସମ୍ପାଦନା]

(ଲଘିମା ରେଖା—ସପ୍ତମ ଅର୍ଥର ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଲଘୁ+ଭାବାର୍ଥେ ଇମନ୍; ଲଘିମନ୍ ଶବ୍ଦ ୧ମା. ୧ବ)

[ସମ୍ପାଦନା]
୧. ଲଘୁତ୍ୱ —୧. Lightness.
୨. ଅଳ୍ପତ୍ୱ; ହ୍ରସ୍ୱତ୍ୱ —୨. Smallness; littleness.
୩. ଯୋଗ— ସାଧନଦ୍ୱାରା ଶରୀରକୁ ଲଘୁ ବା ହାଲୁକା କରିବାର ଶକ୍ତି; ଅଷ୍ଟ ସିଦ୍ଧି ମଧ୍ୟରୁ ଏକତମ —୩. The super- natural power of lightening one's body by J̄oga or esoteric exercises.
୪. ଅଷ୍ଟୈ— ଶ୍ୱର୍ଯ୍ୟ ମଧ୍ୟରୁ ଏକତମ —୪. One of the ୮ peculiarities of divinity.
୫. କମିଯିବା — ୫. Diminution.
୬. ଗୁରୁତ୍ୱର ହାନି; ମାନସଂଭ୍ରମର ନାଶ —୬. Loss of power or prestige.
୭. ଚିନ୍ତାହୀନତା; ଅବିବେଚନା — ୭. Thoughtlessness; frivolity (Apte).
୮. (ଭୌଗୋଳିକ ପରିଭାଷା) ଅକ୍ଷାଂଶ — ୮, Latitụde.