Jump to content

ଲଘିଷ୍ଠ

ଉଇକିଅଭିଧାନ‌ରୁ

ଲଘିଷ୍ଠ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଲଘୁ+ଅତିଶୟାର୍ଥେ ଇଷ୍ଠ)

[ସମ୍ପାଦନା]
୧. ଅତିଶୟ ଲଘୁ; ଖୁବ୍ ହାଲୁକା —୧. Very light, lightest.
୨. ନିମ୍ନତମ —୨. Lowest.
୩. କ୍ଷୁଦ୍ରତମ —୩. Least.