ଲଘୁ
ବିଶେଷଣ (ସଂସ୍କୃତ)[ସମ୍ପାଦନା]
- ଭାରଶୂନ୍ୟ; ହାଲୁକା
- ସାମାନ୍ୟ
- ତୁଚ୍ଛ
- ସତ୍ଵହୀନ; ଅସାର; ଅନ୍ତଃସାରଶୂନ୍ୟ; ନିଃସାର
- ସାନ; ଛୋଟ; କ୍ଷୁଦ୍ର
- ପତଳା
- ହ୍ରସ୍ପ; ଖର୍ବ
- ସୂକ୍ଷ୍ମ
- କୃଶ
- ଗୌରବହୀନ; ସମ୍ମନହୀନ
- ଅନାଦୃତ
- ମୃଦୁ
- କ୍ଷିପ୍ର; ଶୀଘ୍ର; ତ୍ଵରିତ
- ସୁନ୍ଦର; ଆନନ୍ଦଜନକ
- ଶୁଷ୍କ
- ଅଳ୍ପାୟାସସାଧ୍ୟ
- ନଗଣ୍ୟ
- ନୀଚ
- ଦୁର୍ବଳ
- ଏକମାତ୍ରାଯୁକ୍ତ
- ଯେଉଁ ବର୍ଣ୍ଣର ଉଚ୍ଚାରଣ କାଳ ଅଳ୍ପ
ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]
- କୃଷ୍ଣାଗୁରୁ
- ଉଶୀର; ବେଣାଚେର
- ଲଘୁଗଣର ନକ୍ଷତ୍ରକ୍ରୟ; ହସ୍ତା, ଅଶ୍ଵିନୀଓ ପୁଷ୍ୟା ନକ୍ଷତ୍ର
- ପନ୍ଦର କ୍ଷଣ ପରିମିତ ସମୟ
- ତିନିପ୍ରକାର ପ୍ରାଣାୟାମ୍ ମଧ୍ୟରୁ ୧୨ ମାତ୍ରାବିଶିଷ୍ଟ ପ୍ରାଣାୟାମ
- ଏକମାତ୍ରାଯୁକ୍ତ ସ୍ଵର; ଅଳ୍ପ ପ୍ରାଣ ସ୍ଵରବର୍ଣ୍ଣ
- ବଂଶୀର ଦୈର୍ଘ୍ୟ ଛୋଟ ହେବା ରୂପ ଦୋଷ
- ଚାନ୍ଦି
- ପିଡ଼ଙ୍ଗ ଶାଗ
- ଲାମଜ୍ଜକ; ଗନ୍ଧବେଣା
- କାର୍ପାସ; କପାଗଛ
- ଲଘୁସ୍ଵରଯୁକ୍ତ ଅକ୍ଷର
ବିଶେଷ୍ୟ (ଦେଶଜ)[ସମ୍ପାଦନା]
- ଲଘୁଧାନ; ଯେଉଁ ଶାରଦଧାନ ଶୀଘ୍ର ପାଚିଯାଏ
ବିଶେଷଣ (ଦେଶଜ)[ସମ୍ପାଦନା]
- ଲଜ୍ଜିତ
- ଅବମାନିତ; ଅସମ୍ମାନିତଲଘୁ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବିପରୀତ—ଗୁରୁ)
[ଲଘୀ—ସ୍ତ୍ରୀ]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ଲନଘ୍ ଧାତୁ=କମାଇବା+କର୍ମ.)ଉ[ସମ୍ପାଦନା]
- ୧. ଭାରଶୂନ୍ୟ; ହାଲୁକା —୧. Light; not heavy.
- ୨. ସାମାନ୍ୟ —୨. Slight.
- ୩. ତୁଚ୍ଛ —୩. Trivial; worthless; trifling.
- ୪. ସତ୍ୱହନ; ଅସାର; ଅନ୍ତଃସାରଶୂନ୍ୟ; ନିଃସାର —୪. Unsubstantial.
- ୫. ସାନ; ଛୋଟ; କ୍ଷୂଦ୍ର —୫. Small; little.
- ୬. ପତଳା —୬. Thin.
- ୭. ହ୍ରସ୍ୱ; ଖର୍ବ —୭. Dwarfish; short.
- ୮. ସୂକ୍ଷ୍ମ — ୮. Minute; delicate.
- ୯. କୃଶ —୯. Lean.
- ୧. ଗୌରବହୀନ; ସମ୍ମାନହୀନ —୧୦. Having no honour; dishonourable.
- ୧୧. ଅନାଦୃତ —୧୧. Disregarved; slighted.
- ୧୨. ମୃଦୁ —୧୨. Mild.
- ୧୩. କ୍ଷିପ୍ର; ଶୀଘ୍ର; ତ୍ୱରିତ —୧୩. Swift; quick; rapid.
- ୧୪. ସୁନ୍ଦର; ଆନନ୍ଦଜନକ —୧୪. Beauti-; ful; pleasing.
- ୧୫. ଶୁଷ୍କ —୧୫. Dry.
- ୧୬. ଅଳ୍ପାୟାସାଧ୍ୟ —୧୬. Which can be done with slight labour
- ୧୭. ନଗଣ୍ୟ —୧୭. Trifling (Apte).
- ୧୮. ନୀଚ (ହିନ୍ଦୀ - ଶ) —୧୮. Low; mean (Apte).
- ୧୯. ଦୁର୍ବଳ (ହିନ୍ଦୀ - ଶ) —୧୯. Weak.
- ୨. (ଛନ୍ଦଃ ଶାସ୍ତ୍ର) ଏକମାତ୍ରାଯୁକ୍ତ (ସ୍ୱର, ତାଳ) (ହିନ୍ଦୀ - ଶ) —୨୦. (Prosody, music) Having only one measure.
- ୨୧. ଯେଉଁ ବର୍ଣ୍ଣର ଉଚ୍ଚାରଣ କାଳ ଅଳ୍ପ —୨୧. Short (vowel or letter).
[ଦ୍ରଷ୍ଟବ୍ୟ —ଲଘୁ ଶବ୍ଦ ସ୍ତ୍ରୀଲିଙ୍ଗ ଓ ପୁଂଲିଙ୍ଗ]
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
- ୧. କୃଷ୍ଣାଗୁରୁ (ହିନ୍ଦୀ - ଶ) —୧. The black variety of eaglewood.
- ୨. ଉଶୀର; ବେଣାଚେର (ହିନ୍ଦୀ - ଶ) —୨. The fragrant root fibers of Juncus Odoratus grass.
- ୩. ଲଘୁଗଣର ନକ୍ଷତ୍ରତ୍ରୟ; ହସ୍ତା, ଅଶ୍ୱିନୀ ଓ ପୁଷ୍ୟା ନକ୍ଷତ୍ର (ହିନ୍ଦୀ - ଶ) —୩ The ୧୩th ୮th and ୧st asterisms.
- ୪. ପନ୍ଦର କ୍ଷଣ ପରିମିତ ସମୟ (ହିନ୍ଦୀ - ଶ) — ୪. A unit of time equal to ୧୫ moments.
- ୫. ତିନିପ୍ରକାର ପ୍ରାଣାୟାମ ମଧ୍ୟରୁ ୧୨: ମାତ୍ରାବିଶିଷ୍ଟ ପ୍ରାଣାୟାମ (ହିନ୍ଦୀ - ଶ) — ୫. The breathing exercise extending over ୧୨ Mātr.
[ଦ୍ରଷ୍ଟବ୍ୟ —ଉତ୍ତମ ପ୍ରାଣାୟାମ—୨୪: ମାତ୍ରା— ବିଶିଷ୍ଟ—'ତତ୍ସବିତୁର୍ବରେଣୀୟ ଭର୍ଗୋଦେବସ୍ୟ ଧୀମହି' ଧୀୟୋ ଯୋନଃ ପ୍ରଚୋଦୟାତ୍' ଏଥିରେ ନାମ ଗାୟତ୍ରୀ ମଧ୍ୟମ ପ୍ରାଣାୟାମ—୧୯: ମାତ୍ରାବିଶିଷ୍ଟ—'ଓ' ଭୂ ଓଁ ଭୂନଃ ଓଁ ସ୍ୱଃ ଓଁ ମହଃ ଓଁ ଜନଃ ଓଁ ତପଃ ଓଁ ସତ୍ୟଂ' ଏଥିରେ ନାମ ସାବିତ୍ରୀ
ଲଘୁ ପ୍ରାଣାୟାମ—୧୨: ମାତ୍ରାବିଶିଷ୍ଟ—'ଆପୋ' ଜ୍ୟୋତି ରସୋମୃଽତଂ ବ୍ରହ୍ମଭୂର୍ଭୂବସ୍ୱଃ' ଏଥିର ନାମ ସରସ୍ୱତୀ ଅନ୍ୟ ଦୁଇ ପ୍ରାଣାୟାମକୁ ମଧ୍ୟମ ଓ ଉତ୍ତମ ବୋଲାଯାଏ]
- ୬. (ବ୍ୟାକରଣ) ଏକମାତ୍ରାଯୁକ୍ତ ସ୍ୱର; ଅଳ୍ପ ପ୍ରାଣ ସ୍ୱରବର୍ଣ୍ଣ —୬. (Grammar) short vowel.
- ୭. ବଂଶୀର ଦୈର୍ଘ୍ୟ ଛୋଟ ହେବା ରୂପେ ଦୋଷ (ହିନ୍ଦୀ - ଶ) —୭. The defect of a flute being smaller than the stand. ard size.
- ୮. ଚାନ୍ଦି (ହିନ୍ଦୀ - ଶ) —୮. Silver.
- ୯. ସୃକ୍କା; ପିଡ଼ଙ୍ଗ ଶାଗ (ହିନ୍ଦୀ - ଶ) —୯. A potherb; Trigonella Corniculata.
- ୧. ଲାମଜ୍ଜକ; ଗନ୍ଧବେଣା (ଦ୍ରବ୍ୟଗୁଣ) —୧୦. Juncus Odoratus.
- ୧୧. କାର୍ପାସ; କପାଗଛ —୧୧. Cotten plant.
- ୧୨. ଲଘୁସ୍ୱରଯୁକ୍ତ ଅକ୍ଷର —୧୨. Short letter.
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ଲଘୁଧାନ; ଯେଉଁ ଶାରଦଧାନ ଶୀଘ୍ର ପାଚିଯାଏ —A species of winter paddy which ipens earlier than the other species.
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷଣ -[ସମ୍ପାଦନା]
- ୧. ଲଜ୍ଜିତ —୧. Ashamed.
- ୨. ଅବମାନିତ; ଅସମ୍ମାନିତ —୨. Humiliated; insulted; disregarded.