Jump to content

ଲଘୁକରିବା

ଉଇକିଅଭିଧାନ‌ରୁ

ଲଘୁକରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଛୋଟ କରିବା; କ୍ଷୁଦ୍ର କରିବା; ହାଲୁକା କରିବା —୧. To lighten; to reduce
୨. କମାଇ ଦେବା —୨. To diminish; to reduce.
୩. ମାନହାନୀ କରିବା —୩. To diminish one's honour orr respect.
୪. ଅବମାନିତ କରିବା — ୪. To insult.

[ଉ—ଲଘୁ କରିଦେବା ଦେଖିବା କ୍ଷଣେ କବିସୂର୍ଯ୍ୟ. କିଶୋରୀଚମ୍ପୂ ଲ. ଗୀତ]

୫. ଲଜ୍ଜିତ କରିବା —୫. To put to shame.
୬. (ଗଣିତ) କୌଣସି ନିମ୍ନ ଶ୍ରେଣୀର ରାଶିକୁ ଉଚ୍ଚ ଶ୍ରେଣୀର ରାଶିରେ ଓ ଉଚ୍ଚ ଶ୍ରେଣୀର ରାଶିକୁ ନିମ୍ନ ଶ୍ରେଣୀର ରାଶିରେ ପରିଣତ କରିବା —୬. (arithmetic) To reduce a given number into one of a lower or higher denomination.