Jump to content

ଲଘୁକର୍ଣ୍ଣୀ

ଉଇକିଅଭିଧାନ‌ରୁ

ଲଘୁକର୍ଣ୍ଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବୈଦ୍ୟକ)

[ସମ୍ପାଦନା]
୧. ଔଷଧରେ ବ୍ୟବହୃତ ଗୁଲ ବିଶେଷ —୧. Clematis Ariloba (Kirtikar); a medicinal plant

[ଦ୍ରଷ୍ଟବ୍ୟ —ଏହି ଗୁଳ୍ମ ଦାକ୍ଷିଣାତ୍ୟରେ ଜନ୍ମେ; ଖୁବ୍ ଝାମ୍ପୁଡ଼ା ଓ ବିସ୍ତୃତ ଏହା ଜ୍ୱର, ନେତ୍ର ରୋଗ, ରକ୍ତ ଦୋଷ ଓ କୁଷ୍ଠ ରୋଗର ଔଷଧ ଓ ବିରେଚକ ]

୨. ମୂର୍କା (ହିନ୍ଦୀ - ଶ.) — ୨. Sansvieria Zeylanica (plant).