ଲଘୁତ୍ରିପଦୀ
ଛନ୍ଦୋବିଶେଷ —A triplet; consisting of ୨୦ letters distributed in ୩ lines.
[ଦ୍ରଷ୍ଟବ୍ୟ —ଏହାର ପ୍ରତ୍ୟେକ ଶ୍ଳୋକରେ ତିନି ଗୋଟି ଚରଣ ଥାଏ ପ୍ରଥମ ଦୁଇ ଚରଣରେ ଛଅଟି ଲେଖାଏଁ ଅକ୍ଷର ଓ ଶେଷ ଚରଣରେ ଆଠଟୋ ଅକ୍ଷର ଥାଏ]