ଲଘୁଧାନ
ଦେଖଣା
ଲଘୁଧାନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବିପରୀତ—ବଡ଼ଧାନ)
ଦେଶଜ - ବିଶେଷ୍ୟ - (ଲଘୁ+ଧାନ୍ୟ)
[ସମ୍ପାଦନା]ଶାରଦଧାନ୍ୟ ବିଶେଷ — A species of winter paddy which ripens early.
[ଦ୍ରଷ୍ଟବ୍ୟ —ଏହା ଢିପ ଜମିରେ ହୁଏ ଓ ଅନ୍ୟ ଧାନ (ବଡ଼ ଧାନ) ଅପେକ୍ଷା ଚଞ୍ଚଳ ପାଚେ ଓ ପୌଷ ମାସ ପୂର୍ବରୁ କଟାଯାଏଷ ଯଥା— ମୋଟର, ସହରା, କଖାରୁଆ, ସରୁଚିନାମାଳି, ବରପଙ୍କ ବଡ଼ ଧାନ; ଯଥା—ମକରା, ବୋଇତାଳପଖିଆ, ଗୁଆପେଣ୍ଡି, ବିରି ବୋତି, ଖସାଗୁଣ୍ଡି, କଳାଜିରୀ, ନାଲିଟୁକୁରୀ, ମହୁମାଛି, ମାଛକଣ୍ଟା ଇତ୍ୟାଦି ପାଣିଧାନ ଯଥା—, ଜମ୍ୱୁଦ୍ୱୀପ ରମୋଜାଇ, ଗୋଡ଼ା]