Jump to content

ଲଘୁପାକ

ଉଇକିଅଭିଧାନ‌ରୁ

ଲଘୁପାକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲଘୁ+ପାକ)—(କର୍ମଧା)

[ସମ୍ପାଦନା]

ଅଳ୍ପ ଜାଳ ଦେଇ ସିଝାଇବା —Cooking over a light fire.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଯେଉଁ ଖାଦ୍ୟ ଶୀଘ୍ର ଜୀର୍ଣ୍ଣ ହୁଏ; ସହଜପାଚ୍ୟ —Easily digestible (food); easy of digestion.