ଲଘୁପାପ
(ଲଘୁପାପା—ସ୍ତ୍ରୀ)
ସାମାନ୍ୟ ପାପ —Venial sin.
(ଯଥା—ଲଘୁପାପକୁ ଗୁରୁଦଣ୍ଡ)
ସାମାନ୍ୟ ପାପାଯୁକ୍ତ —Venial; slighty sinful.