Jump to content

ଲଘୁହସ୍ତ

ଉଇକିଅଭିଧାନ‌ରୁ

ଲଘୁହସ୍ତ

ଉଚ୍ଚାରଣ

[ସମ୍ପାଦନା]
(ଲଘୁହସ୍ତା—ସ୍ତ୍ରୀ) 

(ଲଘୁହସ୍ତତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ଲଘୁ+ହସ୍ତ)

[ସମ୍ପାଦନା]
୧. କ୍ଷିପ୍ରହସ୍ତ; ଯେ ପୂର୍ତ୍ତି ସହିତ ବା ଚଞ୍ଚଳ କୌଣସି କାମ କରେ; ଶୀଘ୍ରକାରୀ; ଅଚିରହସ୍ତ —୧. Prompt; sharp; active.
୨. ପଟୁ; ଦକ୍ଷ —୨. Expert; skilful; dexterous.
୩. ଯେଉଁ ବ୍ୟକ୍ତି ଚଞ୍ଚଳ ବାଂରବାଂର ବାଣ ବା ଶର ଚଳାଇ ପାରେ —୩. Skilful in archery or shooting.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

କ୍ଷିପ୍ରହସ୍ତ ଧନୁନ୍ଧର — An expert archer (Apte)