Jump to content

ଲଘୁ କରଣ

ଉଇକିଅଭିଧାନ‌ରୁ

ଲଘୁ କରଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲଘୁ+ ଅଦ୍ଭୁତଭାବେ ଚ୍ୱି+ କରଣ)

[ସମ୍ପାଦନା]
୧. ହ୍ରସ୍ୱୀକରଣ; ହ୍ରାସକରଣ —୧. Lessening; diminishing.
୨. ହାଲୁକା କରିବା —୨. Lightening.
୩. (ଗଣିତ) ନିମ୍ନ— ଶ୍ରେଣୀସ୍ଥ ରାଶିକୁ ନିମ୍ନଶ୍ରେଣୀର ରାଶିରେ ପରିଣତ କରିବା —୩. (Arithmetic) The process of reduction of a given number of higher denomination to a lower one and vice versa.

[ଯଥା— ପାହୁଲାକୁ ଟଙ୍କା ଅଣା ପ୍ରଭୃତିରେ ପରିଣତ କରିବା ଓ ଟଙ୍କାକୁ ଅଣା ପାହୁଲା ପ୍ରଭୃତିରେ ପରିଣତ କରିବା; ଗଣିତରେ ଏହି ଉଭୟ ପ୍ରକ୍ରିୟାକୁ ଲଘୁକରଣ ବୋଲାଯାଏ]