Jump to content

ଲଘୁ କାୟ

ଉଇକିଅଭିଧାନ‌ରୁ

ଲଘୁ କାୟ

ଉଚ୍ଚାରଣ

[ସମ୍ପାଦନା]
(ଲଘୁକାୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଲଘୁ+କାୟ)

[ସମ୍ପାଦନା]
୧. କ୍ଷୂଦ୍ର ଦେହ; ଖର୍ବ ଶରୀର —୧. Short body.
୨. (ବହୁବ୍ରୀହି ଲଘୁ+କାୟ) ଛେଳି; ଛାଗଳ —୨. The goat.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଖର୍ବ ଶରୀର ବିଶିଷ୍ଟ —୧. Dwarfish; of small body or stature.
୨. ପତଳା ଦେହ ବିଶିଷ୍ଟ —୨. Thin-bodied; lean.