ଲଘୁ କୌମୁଦୀ
ଦେଖଣା
ଲଘୁ କୌମୁଦୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଲଘୁ ସିଦ୍ଧାନ୍ତ କୌମୁଦୀ; ସଂସ୍କୃତ ବ୍ୟାକରଣ ଗ୍ରନ୍ଥର ନାମ —Name of grammatical work in Sanscrit.
[ଦ୍ରଷ୍ଟବ୍ୟ —ଏହା ବିରଦରାଜ ଭଟ୍ଟାଚାର୍ଯ୍ୟ ସଂକଳିତ; ଏହା ଭଟ୍ଟୋଜୀ ଦୀକ୍ଷିତଙ୍କ ସଂଙ୍କଳିତ ସିଦ୍ଧାନ୍ତ କୌମୁଦୀର ସଂକ୍ଷିପ୍ତ ସଂସ୍କରଣ ସିଦ୍ଧାନ୍ତ କୌମୁଦୀ ପାଣିନିଙ୍କ ବ୍ୟାକରଣ ସୂତ୍ରର ବ୍ୟାଖ୍ୟା ଅଟେ]