Jump to content

ଲଘୁ କ୍ରମ

ଉଇକିଅଭିଧାନ‌ରୁ

ଲଘୁ କ୍ରମ

ଉଚ୍ଚାରଣ

[ସମ୍ପାଦନା]

ସ. ବିଶେଷ୍ୟ - (କମର୍ଧା)

[ସମ୍ପାଦନା]

ଦ୍ରୁତଗତି; ଜଲ୍ଦି ଜଲ୍ଦି ଚାଲିବା କ୍ରିୟା (ହିନ୍ଦୀ - ଶ) —Swift steps; swift motion.

(ଲଘୁକ୍ରମା—ସ୍ତ୍ରୀ ଲଘୁକ୍ରମତା—ବି)

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି)

[ସମ୍ପାଦନା]

ଦ୍ରୁତଗତି ବିଶିଷ୍ଟ —Swift.