ଲଘୁ ଗମନ
(ଲଘୁଗତି—ଅନ୍ୟରୂପ)
(ଲଘୁଗମନା, ଲଘୁଗତି—ସ୍ତ୍ରୀ)
ଦ୍ରୁତଗତି; ବେଗଯୁକ୍ତ ଚାଲି —Swift motion.
ଦ୍ରୁତଗତି ବିଶିଷ୍ଟ —Swift-footed; swift.