ଲଘୁ ଚେତାଃ
ଦେଖଣା
ଲଘୁ ଚେତାଃ
ଉଚ୍ଚାରଣ
[ସମ୍ପାଦନା]ଉଚ୍ଚାରଣ
[ସମ୍ପାଦନା](ଲଘୁଚେତା—ଦେଶଜ - ରୂପ)
ସଂସ୍କୃତ - ବିଶେଷଣ -(ବହୁବ୍ରୀହି; ଲଘୁ ଚେତସ୍ ଶବ୍ଦ; ଲଘୁ+ ଚେତସ୍)
[ସମ୍ପାଦନା]- ୧. ସଂକୀର୍ଣ୍ଣମନାଃ —୧. Narrow-minded.
- ୨. ଯାହାର ଅନ୍ତଃକରଣ ନୀଚ ଭାବାପନ୍ନ; ନୀଚମନା —୨. Mean minded fri volous.
- ୩. ଗମ୍ଭୀର୍ଯ୍ୟହୀନ —୩. Having no gravity; light heated.
- ୪. ଅସ୍ଥିର ଚିତ୍ତ — ୪. Fickle unsteady (Apte.)