Jump to content

ଲଘୁ ଜ୍ଞାନ

ଉଇକିଅଭିଧାନ‌ରୁ

ଲଘୁ ଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲଘୁ+ଜ୍ଞାନ)

[ସମ୍ପାଦନା]
୧. ହୀନବୋଧ; ଘୃଣା — ୧. Contempt.
୨. ତୁଚ୍ଛବୋଧ; ଦେୟଜ୍ଞାନ —୨. Feeling of disregard; making light of a matter.