Jump to content

ଲଘୁ ଦଣ୍ଡ

ଉଇକିଅଭିଧାନ‌ରୁ

ଲଘୁ ଦଣ୍ଡ

ଉଚ୍ଚାରଣ

[ସମ୍ପାଦନା]

(ବିପରୀତ—ଗୁରୁଦଣ୍ଡ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଲଘୁ+ଦଣ୍ଡ)

[ସମ୍ପାଦନା]
୧. ସାମାନ୍ୟ ଦଣ୍ଡ; ଅଳ୍ପ ଶାସ୍ତି —୧. Light punishment.
୨. ଛୋଟ ଯଷ୍ଟି —୨. Small stick.