Jump to content

ଲଘୁ ପ୍ରକୃତି

ଉଇକିଅଭିଧାନ‌ରୁ

ଲଘୁ ପ୍ରକୃତି

ଉଚ୍ଚାରଣ

[ସମ୍ପାଦନା]

ଲଘୁ ପ୍ରକୃତିକ—ପୁଂ ଲଘୁ ପ୍ରକୃତିକା—ସ୍ତ୍ରୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (କର୍ମଧା; ଲଘୁ+ପ୍ରକୃତି)

[ସମ୍ପାଦନା]

ମୃଦୁ ବା କୋମଳ ପ୍ରକୃତି —Mild nature.

ସଂସ୍କୃତ - ବିଣପୁଲିଙ୍ଗ - ଓ ସ୍ତ୍ରୀ. (ବହୁବ୍ରୀହି)

[ସମ୍ପାଦନା]

ମୃଦୁସ୍ୱଭାବବିଶିଷ୍ଟ — Of mild nature.