ଲଘୁ ପ୍ରଯତ୍ନ
ଦେଖଣା
ଲଘୁ ପ୍ରଯତ୍ନ
ଉଚ୍ଚାରଣ
[ସମ୍ପାଦନା](ଲଘୁ ପ୍ରଯତ୍ନା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)
[ସମ୍ପାଦନା]- ୧. ଆଳସ୍ୟଯୁକ୍ତ ବ୍ୟକ୍ତି; ଅଳସୁଆ (ହିନ୍ଦୀ - ଶ) —୧. Idle.
- ୨. ଯେଉଁ ବର୍ଣ୍ଣ ଅଳ୍ପ ପ୍ରୟାସରେ ଉଚ୍ଚାରିତ ହୁଏ — ୨. (letter) Pronounced with slight articulation (Apte).
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]ସାମାନ୍ୟ ଚେଷ୍ଟା ବା ପରିଶ୍ରମ —Slight exertion.