ଲଘୁ ବୃତ୍ତି
ଦେଖଣା
ଲଘୁ ବୃତ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମଧା; ଲଘୁ+ବୃତ୍ତି)
[ସମ୍ପାଦନା]ନୀଚ କର୍ମ —Mean work.
- ୨. ନୀଚ ବ୍ୟବସାୟ —୨. Low profession.
ସଂସ୍କୃତ - ବିଶେଷଣ - ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି)
[ସମ୍ପାଦନା]- ୧. ଯାହାର ବ୍ୟବସାୟ ନୀଚ ଅଟେ —୧. Of low profession.
- ୨. ଯାହାର ବ୍ୟବହାର ନୀଚ ଅଟେ — ୨. Ill-behaved; low; vile (Apte).
- ୩. ଅବି— ବେଚକ (ବ୍ୟକ୍ତି) —୩. Frivolous (Apte).
- ୪. ମନ୍ଦ ରୂପେ ପରିଚାଳିତ (କର୍ମ) —୪. Mismanaged (Apte).