ଲଘୁ ବେଧୀ
(ଲଘୁ ଭେଦୀ—ଅନ୍ୟରୂପ)
(ଲଘ ବେଧିନୀ; ଲଘୁ ଭେଦିନୀ—ସ୍ତ୍ରୀ)
ଯେ ଠିକ୍ ମତେ ବା ଅନାୟାସରେ ନିଶାଣକୁ ଭେଦ କରି ପାରେ —Making a cleaver and easy hit at a target. (Apte).