Jump to content

ଲଘୁ ବ୍ୟୟ

ଉଇକିଅଭିଧାନ‌ରୁ

ଲଘୁ ବ୍ୟୟ

ଉଚ୍ଚାରଣ

[ସମ୍ପାଦନା]

(ଲଘୁ ବ୍ୟୟୀ—ଅନ୍ୟ ବିଶେଷଣ - ପୁଂ. ରୂପ)

(ଲଘୁ ବ୍ୟୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା, ଲଘୁ=ବ୍ୟୟ)

[ସମ୍ପାଦନା]
୧. ଅଳ୍ପ ଖରଚ — ୧. Small expense.
୨. ପରିମିତ ବ୍ୟୟ —୨. Economy.

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ପରମିତି ବ୍ୟୟୀ —Frugal.