ଲଘୁ ଭୋଜନ
ଦେଖଣା
ଲଘୁ ଭୋଜନ
ଉଚ୍ଚାରଣ
[ସମ୍ପାଦନା](ଲଘୁଭୋଜନା—ବିଶେଷଣ - ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (ଲଘୁ+ଭୋଜନ; କର୍ମଧା)
[ସମ୍ପାଦନା]- ୧. ଅଳ୍ପ ଭୋଜନ —୧. Food taken in small quantity.
- ୨. ପରିମିତାହାର —୨. Temperance; moderation in meal.
- ୩. ଲଘୁ ପାକ ଦ୍ରବ୍ୟର ଭୋଜନ —୩. Partaking of light food.
- ୪. ଜଳଖିଆ —୪. Light meal;tiffen.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)
[ସମ୍ପାଦନା]ଲଘୁ ଭୋଜୀ (ଦେଖ) - —Laghu bhojī (See)