Jump to content

ଲଘୁ ଭୋଜୀ

ଉଇକିଅଭିଧାନ‌ରୁ

ଲଘୁ ଭୋଜୀ

ଉଚ୍ଚାରଣ

[ସମ୍ପାଦନା]
(ଲଘୁ ଭୋଜିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଲଘୁ+ଭୋଜିନ୍)

[ସମ୍ପାଦନା]
୧. ପରିମିତାହାରୀ — ୧. Sparing in diet; temperate in diet.
୨. ଯେ ଅଳ୍ପ ମାତ୍ର ଖାଦ୍ୟ ଖାଏ —୨. Eating very little quantity of food.
୩. ଯେ ଲଘୁପାକ ଦ୍ରବ୍ୟ ଖାଏ —୩. Taking easily digestible or light food.