ଲଘୁ ମାନ
ନାୟକକୁ ଅନ୍ୟ ସ୍ତ୍ରୀ ସଙ୍ଗେ କଥୋପକଥନ କରିବା ଦେଖି ନାୟିକାର ମନରେ ଉତ୍ପନ୍ନ ସାମାନ୍ୟ କ୍ରୋଧ ବା ଅଭିମାନ —Slight displeasure of a lady on seeing her lover taking with another woman.