Jump to content

ଲଘୁ ମୂଲ୍ୟ

ଉଇକିଅଭିଧାନ‌ରୁ

ଲଘୁ ମୂଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଲଘୁ+ମୂଲ୍ୟ)

[ସମ୍ପାଦନା]
୧. (କର୍ମଧା) ସ୍ୱଳ୍ପ ମୂଲ୍ୟ; ଅଳ୍ପ ଦାମ —୧. Small price; low price.
୨. ସସ୍ତା ଦର —୨. Cheap rate.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ଯହିଁରେ ମୂଲ୍ୟ କମ୍; ସସ୍ତା —Cheap.