ଲଘୁ ରତୁଷ୍ପଦୀ
ଚୋଖିରାଗ; ୨୯ ଅକ୍ଷରଯୁକ୍ତ ଛନ୍ଦୋବିଶେଷ; — A kind of metre, having ୨୯ letters.
[ଦ୍ରଷ୍ଟବ୍ୟ —yଏହାର ପ୍ରତ୍ୟକ ଶ୍ଳୋକରେ ଚାରିଗୋଟି ଚରଣ ବା ପାଦ ଥାଏ ପ୍ରଥମ ଦ୍ୱିତିୟ ଓ ତୃତୀୟ ଚରଣରେ ଆଠଟି ଲେଖାଏଁ ବର୍ଣ୍ଣ ଓ ଶେଷ ଚରଣରେ ପାଞ୍ଚଟି ବର୍ଣ୍ଣ ଥାଏ]