Jump to content

ଲଘୁ ଲଳିତ

ଉଇକିଅଭିଧାନ‌ରୁ

ଲଘୁ ଲଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦ୍ୱନ୍ଦ୍ୱ; ଲଘୁ+ଲଳିତ)

[ସମ୍ପାଦନା]
୧. କ୍ଷୁଦ୍ର ଅଥଚ ସୁନ୍ଦର —୧. Small yet beautiful.
୨. କ୍ଷୁଦ୍ର ଓ ସୁଶ୍ରାବ୍ୟ (ସ୍ୱର) —୨. Small yet sweet (sound).