Jump to content

ଲଘୁ ଲୋଣିକା

ଉଇକିଅଭିଧାନ‌ରୁ

ଲଘୁ ଲୋଣିକା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭାରତରେ ସକଳ ଗ୍ରୀଷ୍ମପ୍ରଧାନ ଅଞ୍ଚଳରେ ଜନ୍ମିବା ବାର୍ଷିକ କୋମଳ ଶାକ ତରୁ ବିଶେଷ; ଲୁଣୁ ଲୁଣିଆ ଶାଗ; ଲୁଣି ଶାଗ — Portulacia Quadrifida (kirtikar); the small Variety of Indian purslane.

[ଦ୍ରଷ୍ଟବ୍ୟ —ଏଥିରେ ଫୁଲ ଗୋଟିଗୋଟି ଫୁଟେ, ଫୁଲର ପାଖୁଡ଼ା ହଳଦିଆ; ଏହାର ପତ୍ର ଓ ମଞ୍ଜି ଔଷଧରେ ବ୍ୟବହୃତ ହୁଏ ବୈଦ୍ୟକ ମତରେ ଏହା ରୁକ୍ଷ, ଗୁରୁ, ଅଗ୍ନି— ଦୀପକ, ଅମ୍ଳ ରସ, ଲବଣସ୍ୱାଦ; ଅଗ୍ନିମାନ୍ଦ୍ୟ, ଓ ବିଷଦୋଷ ନାଶକ—ଦ୍ରବ୍ୟଗୁଣ]