Jump to content

ଲଘୁ ସ୍ୱର

ଉଇକିଅଭିଧାନ‌ରୁ

ଲଘୁ ସ୍ୱର

ଉଚ୍ଚାରଣ

[ସମ୍ପାଦନା]
[ଲଘୁ ସ୍ୱରା—ସ୍ତ୍ରୀ] 

ସଂସ୍କୃତ - ବି—(କର୍ମଧା; ଲଘୁ+ସ୍ୱର)

[ସମ୍ପାଦନା]
୧. ହସ୍ୱ ସ୍ୱର; ଯେଉଁ ସ୍ୱରର ଉଚ୍ଚାରଣ କାଳ ଅଳ୍ପ —୧. Short vowel.

[ଦ୍ରଷ୍ଟବ୍ୟ —ଯଥା—ଅ, ଇ, ଉ, ଋ]

୨. ମୃଦୁ ସ୍ୱର —୨. Low or mild tone.
୩. କ୍ଷୀଣ ଗଳାର ଶବ୍ଦ —୩. Weak voice.

ସଂସ୍କୃତ - ବିଶେଷଣ - ପୁଂ—

[ସମ୍ପାଦନା]

ମୃଦୁ ସ୍ୱର ବିଶିଷ୍ଟ — Of mild or soft tone.