ଲଘ୍ୱୀ
ଦେଖଣା
ଲଘ୍ୱୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଲଘୁ+ସ୍ତ୍ରୀ ଈ)
[ସମ୍ପାଦନା]ଲଘୁର ସ୍ତ୍ରୀଲିଙ୍ଗ — Feminine of Laghu.
[ଦ୍ରଷ୍ଟବ୍ୟ —ଲଘୁ ଶବ୍ଦର ସ୍ତ୍ରୀଲିଙ୍ଗରେ ଲଘ୍ୱୀ ଓ ଲଘୁ ହୁଏ]
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମୃଦ୍ୱ ବା ସୁକୁମାରୀ ସ୍ତ୍ରୀ —୧. A delicate woman.
- ୨. ବଦରୀ ଫଳ (ହିନ୍ଦୀ - ଶ.) —୨. Jujube berry.
- ୩. ପିଡ଼ଙ୍ଗ ଶାଗ (ହିନ୍ଦୀ - ଶ.) — ୩. Trigonella Corniculata.
- ୪. ହାଲୁକା ଛୋଟ ଶଗଡ଼ —୪. A light cart (Apte).
- ୫. ସ୍ତ୍ରୀବାହକ ଯାନ ବିଶେଷ; ଖଟିଆ; ଡୋଲି —୫. A light sedan chair for carrying females.